ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୁଲିସ : ୨ ମହିଳା କନେଷ୍ଟବଳ ସହ ୭ ଆହତ

ମାଲକାନଗିରି: ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ଓର୍କେଲ ପୁଲିସ। ଆଜି ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ନାକାମାମୁଢି ପଞ୍ଚାୟତର ଦୁର୍ଗମ ପାହାଡିଆ ଅଞ୍ଚଳ ପରଜାଗୁଡା ଏବଂ ନୂଆଗୁଡା ଗ୍ରାମରେ। ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ବର୍ତ୍ତମାନ ସମଗ୍ର ଜିଲ୍ଲାରେ ପୁଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଷକୁ ନଷ୍ଟ କରାଯାଉଥିବା ବେଳେ ଆଜି ଏହି … Continue reading ଗଞ୍ଜେଇ କାଟିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରମଣର ଶିକାର ହେଲା ପୁଲିସ : ୨ ମହିଳା କନେଷ୍ଟବଳ ସହ ୭ ଆହତ